ଗିରଫ ୨ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର।ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି।
ନିଜକୁ ଇଡି ଅଧିକାରୀ କହି ସରକାରୀ ଅଧିକାରୀଙ୍କୁ ଠକୁଥିଲେ। କୌଣସି କେସ୍ର ରଫାଦଫା ପାଇଁ ଟଙ୍କା ଆଦାୟ କରୁଥିଲେ। ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ।
Credible Local News of Odisha