୨ ଠକ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଠକ ବିକୁ ବିଶୋଇ ଓ ମାନିକନ୍ଦନଙ୍କ ନାଁରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।

ଉଭୟ ଚାକିରି ଦେବା ନାଁରେ କୋଟିଏ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ବିକୁ ବିଶୋଇ ଘର ଗଂଜାମ ଜିଲ୍ଲା ଭଞ୍ଜନଗରରେ ହୋଇଥିବା ବେଳେ ମାନିକନ୍ଦନ ଘର ଚେନ୍ନାଇରେ। ଉଭୟ କିନେ ଇନ୍ଫୋଟେକ ପ୍ରାଇଭେଟ ଲିମିଟେଡର ନିର୍ଦେଶକ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes