୨୭ରେ ରିଲିଜ ହେବ ଫିଲ୍ମ “ଦୃଷ୍ଟିକୋଣ”

ଯୁଗ ଯୁଗ ଧରି ନାରୀ ନିର୍ଯାତିତ, ଅବହେଳିତ ଓ ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ କଣ ଏବେ ତାକୁ ନ୍ୟାୟ ମିଳିବ ନା ସବୁଥରକ ପରି ଏଥରକ ବି ଅନ୍ୟାୟ ଜିତିଯିବ? ଜାଣିବାକୁ ଦେଖନ୍ତୁ “ଦୃଷ୍ଟିକୋଣ” l

ଯାହାକୁ ତିଆରି କରିଛନ୍ତି ଅକ୍ଷୟ କୁମାର ପରିଜା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି l ସିନେମାଟି ଆସୁଛି ଏଇ ମେ ୨୭ ତାରିଖରେ ଆପଣଙ୍କ ନିକଟତର ପ୍ରେକ୍ଷାଳୟକୁ l ଏହାର ମୁଖ୍ୟ ଭୂମିକାରେ ଏଲିନା, ଅଙ୍କିତ, ହର ରଥ, ଲିଜା, ସରୋଜ, ଚୌଧୁରୀ ବିକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes