୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ

କୋଣାର୍କର ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ସୁନା ଗହଣା ଦୋକାନରୁ ଗତକାଲି ରାତି ଦୁର୍ବୃତ୍ତ ମାନେ ସଟର କାଟି ପ୍ରାୟ 20 ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି l

ଚାରି ଜଣ ଦୁର୍ବୃତ୍ତ ଏହା କରିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes