୨ଟି ଦାମୀ କାର ଜାଳି ଦେଲେ ଦୁର୍ବୃତ୍ତ

ଭୁବନେଶ୍ବର ନୀଳାଦ୍ରି ବିହାର ବୁଦ୍ଧପାର୍କ ନିକଟରେbବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିଏ ଓ କାହିଁକି ଏପରି କରିଛି ସ୍ପଷ୍ଟ ହୋଇନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes