୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ସୋନପୁରରେ ୪୪.୫

ରାଜ୍ୟରେ ଆଜି 19 ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ 6 ସହରରେ 42 ଡିଗ୍ରୀ ଉପରେ ରହିଛି l ସୋନପୁରରେ ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes