୧୫ ଦିନିଆ ଶିଶୁ ଶ୍ରମ ଉଛେଦ ସଚେତନତା କାର୍ଯ୍ୟକ୍ରମ

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମେ 29 ତାରିଖରୁ ଆରମ୍ଭ ହୋଇଥିବା 15 ଦିନିଆ ଶିଶୁଶ୍ରମ ଉଛେଦ ସଚେତନତା କାର୍ଯ୍ୟକ୍ରମର ଅଂଶ ଭାବରେ ଶିଶୁ ଶ୍ରମ ବିରୋଧରେ ଏକ ପଦଯାତ୍ରା ଆଜି ରାଜଧାନୀରେ ଅନୁଷ୍ଠିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes