ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡିଶାର ଐତିହ୍ଯ ଦେବପୀଠ ହରିଶଙ୍କର ଠାରେ ଚଳିତ ମଇ ମାସ ୧୪,୧୫,୧୬ ଦୀର୍ଘ ତିନିଦିନ ଧରି ‘ନୃସିଂହ ଚତୁର୍ଦ୍ଦଶୀ ମେଳା ତଥା ହରିଶଙ୍କର ମହୋତ୍ସବ’ ପାଟଣାଗଡ ଦେବୋତ୍ତର ବିଭାଗ ତରଫରୁ ଅନୁଷ୍ଠିତ ହେବାର କାର୍ଯ୍ଯକ୍ରମ ରହିଛି।
Credible Local News of Odisha