୧୩୮୦ ଗ୍ରାମର ବ୍ରାଉନସୁଗର ଜବତ୍, ଜଣେ ଗିରଫ

ବାଲେଶ୍ୱର ଜିଲ୍ଲା ମସଜିଦ ଗଳିରୁ ବ୍ରାଉନସୁଗର ଜବତ କରିଛି ଏସଟିଏଫ।

ଗିରଫ ବ୍ରାଉନସୁଗର ବେପାରୀଙ୍କ ନା’ ଏସ.କେ.ରାଫିକ୍ୟୁ ଓରଫ ରୁଗା ବୋଲି ସୂଚନା ମିଳିଛି। ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା ରୁଗା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes