୧୨ ଡିଗ୍ରୀ ତଳେ କନ୍ଧମାଳ ଜିଲ୍ଲାର ୩ଟି ସ୍ଥାନର ତାପମାତ୍ରା

କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ୮.୨ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୧୦ଡ଼ିଗ୍ରୀ ଓ ଫୁଲବାଣୀରେ ୧୧ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes