୧୦ ତାରିଖ ସନ୍ଧ୍ୟା ପରେ ଗତିପଥ ପରିବର୍ତ୍ତନ କରିବ ସମ୍ଭାବ୍ୟ ବାତ୍ୟା

ଏ ନେଇ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

୧୦ ତାରିଖ ସନ୍ଧ୍ୟା ଯାଏଁ ଉତର ପଶ୍ଚିମ ପରେ ଉତ୍ତର-ଉତ୍ତର ପୂର୍ଵ ଦିଗରେ ଗତି କରିବ ସମ୍ଭାବନା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes