ପ୍ରବେଶିକା ପରୀକ୍ଷା ମାଧ୍ୟମରେ ୨୦୦ ଆଶାୟୀଙ୍କୁ କୋଚିଂ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛି।
ଏନେଇ ଫେବୃଆରୀ ୨୬ରେ ପ୍ରବେଶିକା ପରୀକ୍ଷା ହେବ। ସାମ୍ସ ପୋର୍ଟାଲରେ ମୋଡୁଲ ଡେଭଲପ କରିବାକୁ ଓସିଏସିକୁ ଚିଠି ଲେଖିଛି ବିଭାଗ।
Credible Local News of Odisha