ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦେଉଗାଁ ବ୍ରିଜ ଉପରେ ହୋମଗାର୍ଡଙ୍କ ଉପରେ ଅଜଣା ଗାଡି ମାଡ଼ି ଯାଇଛି।

ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୁଲିସ।ମୃତ ହୋମଗାର୍ଡ ସୁରେଶ ରାଉତ, ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes