ହାତୀ ମାରିବା ଘଟଣାରେ ୬ ଗିରଫ, ଦାନ୍ତ ଜବତ

ରାଉରକେଲା ବାଙ୍କୀ ରେଞ୍ଜ୍‌ରେ ହାତୀ ମାରିବା ଘଟଣାରେ ୬ ଜଣଙ୍କୁ ଗିରଫ କରାଯିବା ସହ ମାରଣାସ୍ତ୍ର ଜବତ କରାଯାଇଥିବା ନେଇ ଡିଏଫ୍ଓ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖରେ ଏକ ଦନ୍ତା ହାତୀକୁ ଶିକାର କରି ଦାନ୍ତ କାଟି ନେଇଥିଲେ ଏହି ୬ ଜଣ। ଅଭିଯୁକ୍ତଙ୍କ ଠାରୁ ଦାନ୍ତ ଜବତ କରିବା ସହ ଅଧିକ ପଚରାଉଚରା କରୁଛି ବନ ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes