ହାଂପ୍ତା ପର୍ବତ ଆରୋହଣ କରି ଗୌରବ ଆଣିଲେ ସୌରଭ

ବଲାଙ୍ଗୀର ଜିଲ୍ଲା ତୁଳସୀନଗର ପଡାର ଉପେନ୍ଦ୍ର ତ୍ରିପାଠୀ ଓ ଚାରୁପମା ତ୍ରିପାଠୀଙ୍କ ପୁଅ ସୌରଭ ସମ୍ବିତ ତ୍ରିପାଠୀ ପର୍ବତ ଆରୋହଣ କରି ଜିଲ୍ଲାର ଗୌରବ ବଢ଼ାଇଛନ୍ତି ।

ହାଂପ୍ତା ପର୍ବତ ୧୪୦୬୫ ଫୁଟ ଆରୋହଣ କରି ଶୀର୍ଷରେ ଜାତୀୟ ପତାକା ଉଡାଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes