ହସ୍ତତନ୍ତକୁ ପ୍ରୋତ୍ସାହନ ପାଇଁ ପ୍ରଶାସନ ଅଧିକାରୀ ପିନ୍ଧିବେ ସୋନପୁରୀ/ସମ୍ବଲପୁରୀ ବସ୍ତ୍ର

ସୋନପୁରୀ/ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ରକୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି ।

ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାର ବିଭିନ୍ନ ବ୍ଲକରେ ହେଉଥିବା ଜନ ଶୁଣାଣିରେ ସମସ୍ତ ଅଧିକାରୀ ସୋନପୁରୀ /ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ଆଜିଠୁ ସ୍ଥିର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes