ହରିହର ଯୋର ଡେମରେ ବୁଡି ଶିଶୁର ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ହରୀହର ଯୋରରେ ବୁଡି ଏକ ଛଅ ବର୍ଷର ଶିଶୁ ର ମୃତ୍ୟୁ ଘଟିଛି ।

ଆଜି ସକାଳୁ ପରିବାରଙ୍କ ସହ ହରିହର ଯୋର ଡେମରେ ଗାଧେଇବା ସମୟରେ ପାଣିରେ ବୁଡି ଯାଇଥିଲା । ପରେ ବୀରମହାରାଜପୁର ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes