ହରିଶଙ୍କର ହାଇସ୍କୁଲର ବିଭିନ୍ନ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପଞ୍ଚାୟତ ରେଙ୍ଗାଲି ହରିଶଙ୍କର ହାଇସ୍କୁଲର ଲାଇବ୍ରେରୀ ହଲ,କମ୍ପ୍ଯୁଟର ଓ ବିଜ୍ଞାନ ବିଲଡିଙ୍ଗ ନିର୍ମାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ ୪୧,୩୮,୪୬୭ଟଙ୍କା ରହିଛି ଏବଂ ଆଶାୟୀ ଆସନ୍ତା ଅଗଷ୍ଟ ମାସ ୦୫ ଭିତରେ ବିଡ ଦାଖଲ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes