କୋରାପୁଟ ଜିଲ୍ଲା ସୋରିଷପଦର ସମିତିସଭ୍ୟା ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ପଟାଙ୍ଗୀ ଥାନା ଘେରାଉ କରିଛନ୍ତି ସ୍ଥାନୀୟ ଲୋକ।
ସୂଚନାଯୋଗ୍ଯ, ଗତ ୨୨ରେ ଗୁରୁତର ଅବସ୍ଥାରେ ସମିତିସଭ୍ୟାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିଲା। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
Credible Local News of Odisha