ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟାର ସିବିଆଇ ତଦନ୍ତ ଦାବି

ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର।

ହତ୍ୟାକାରୀ ପୁଲିସକୁ ସେମାନେ ପାଗଳା ବିବେଚନା କରିବେ ଜାଣିଥିଲି, ସମଗ୍ର ଘଟଣାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିବେ, ଯଦି ପୁଲିସ ପାଗଳା ଥିଲା, ତାହେଲେ ପିସ୍ତଲ କାହିଁକି ଦିଆଯାଇଥିଲା, ଏସବୁ ସନ୍ଦେହ ସୃଷ୍ଟି କରୁଛି, ସିବିଆଗ ତଦନ୍ତ ହେବା ଦରକାର କହିଛନ୍ତି ଜୟନାରାୟଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes