ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ରାଜକିଶୋର ସାହୁ ନାଲକୋ ନବରତ୍ନ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଆଜି ଅମାନ୍ତପୁର ଦେଇ ଯାଇଥିବା ଟ୍ରେନ ଲାଇନ ଉପରେ ପରିବାର ସହ ବସି ଧାରଣା ଦେଇଛନ୍ତି।
Credible Local News of Odisha