ସଦର ଥାନା ଅଧୀନ ପାଟୁଙ୍ଗ ପାତ୍ର ସାହିର ସୋନୁ ମୁଣ୍ଡା ଗତ ବୁଧବାର ରାତ୍ର ସମୟରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ନନ୍ଦିନୀ ମୁଣ୍ଡା ଙ୍କୁ ପିଟି ପିଟି ହତ୍ୟା କରିଥିବା ପୁଲିସ କହିଛି । ଗତ ବୁଧବାର ରାତ୍ର ସମୟରେ ତାଙ୍କ ସ୍ତ୍ରୀ ଙ୍କୁ ମାରି ଘରେ ଲୁଚାଇ ରଖିଥିବା ବେଳେ ଗୁରୁବାର ଦିନ ମଦ ପିଇ ଗାଁ ଲୋକଙ୍କୁ ଖବର ଦେଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଆଜି ମାଜିଷ୍ଟ୍ରେଟ ଉପସ୍ଥିତି ରେ ଘର୍ ଖୋଲି ଶବକୁ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି।