ସ୍ତ୍ରୀକୁ ପିଟିପିଟି ନିର୍ମମ ହତ୍ୟା କରି ପୋତିଦେଲା ସ୍ବାମୀ

ସୁନ୍ଦରଗଡ଼ ଜିଲ୍ଲା ବାବୁ ନୂଆଗାଁରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ସ୍ବାମୀକୁ ବଣାଇ ଥାନାରେ ଅଟକ ରଖି ଜେରା କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes