ଆଜି ବରଗଡ଼ କେନାଲ ଖୋଲିନି ସ୍କୁଲ ଠାରେ ବିଶୁଦ୍ଧ ପାନୀୟ ଜଳର ସୁବିଧା କରିଛନ୍ତି ବିଧାୟକ ଦେବେଶ ଆଚାର୍ଯ୍ୟ।
ଯାଦ୍ଵାରା ବହୁଦିନର ପାନୀୟ ଜଳର ଅସୁବିଧା ଦୂର ହୋଇଛି ବୋଲି
ଶିକ୍ଷକ, ଶିକ୍ଷୟିତ୍ରୀମାନେ କହିଛନ୍ତି।
Credible Local News of Odisha