ସ୍କୁଲକୁ ଡବଲ୍ ଡେକ୍ସ ଯୋଗାଣ ସକାଶେ ଟେଣ୍ତର

ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଏସ.ଏସ.ଡି ବିଦ୍ଯାଳୟକୁ ଡବଲ୍ ଡେକ୍ସ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ମାସ ୨୮ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes