ସୋମବାର ଠାରୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୋମବାର ଠାରୁ ଆରମ୍ଭ ହେଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା l
ଅଗଷ୍ଟ 25ରେ ମେଧା ତାଲିକା ପ୍ରକାଶ ପାଇବ ଏବଂ 25 ରୁ 30 ତାରିଖ ମଧ୍ୟରେ ଚଏସ ଫିଲିଙ୍ଗ ହେବ l ସେପ୍ଟେମ୍ବର 5 ରେ ସିଟ ଆଲଟମେଣ୍ଟ ଓ 6 ଏବଂ 7 ତାରିଖରେ ପ୍ରଥମ ପର୍ଯ୍ୟାୟ ନାମ ଲେଖା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes