ସୋନପୁର ଜିଲ୍ଲାରେ ଦିନକରେ ୩୧ କରୋନା ଆକ୍ରାନ୍ତ July 16, 2022 by Odisha ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l