ସୋନପୁରରେ ଷ୍ଟଲ ଭଡାକୁ ନେଇ ଟେଣ୍ତର ବିଜ୍ଞପ୍ତି

ସୋନପୁର ସହରର ବ୍ଳକ ଛକ ମାର୍କେଟ କମ୍ପ୍ଳେକ୍ସଠାରେ ଷ୍ଟଲ ଭଡାକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଜୁନ ୩୦ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes