ସୋନପୁରରେ ଦିନକରେ ୩୭ କରୋନାରେ ଆକ୍ରାନ୍ତ July 19, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଜିଲ୍ଲାରେ ୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l