ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପରେ ପ୍ରେସ ମିଟ

ମୋଦି ସରକାରଙ୍କ ତୃତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୫ ଦିନ ବ୍ୟାପୀ ମୋଦି ସରକାରଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ହେବ।

ଏହାକୁ ନେଇ ଆଜି ଭାଜପା ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମୋହନ ମାଝି, ବରିଷ୍ଠ ନେତ୍ରୀ/ନେତା କିରଣ ବାଲା ନାୟକ,ମହେଶ୍ଵର ସାହୁ ଯୋଗଦେଇ ମୋଦି ସରକାରଙ୍କ ଗଠନ ମୂଳକ କାର୍ଯ୍ୟ, ଉପଲବ୍ଧିକୁ କିପରି ଲୋକଙ୍କ ପାଖରେ ପହଞ୍ଚିବ ସେ ଉପରେ ହେବାକୁ ଥିବା କାର୍ଯ୍ୟକ୍ରମ ଅବଗତ କରାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes