ସୁବଳୟାରେ ୨୦୧୯-୨୦ ମାଟ୍ରିକ ବେଚର ବନ୍ଧୁମିଳନ ଅନୁଷ୍ଠିତ

ଆଜି ସୁବଳୟା କଲ୍ୟାଣ ମଣ୍ଡପ ଠାରେ ୨୦୧୯-୨୦ ମାଟ୍ରିକ ବେଚର ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l

ତେବେ ସମସ୍ତେ ଏହି ବନ୍ଧୁମିଳନର ଭରପୁର ମଜା ନେଇଥିବାବେଳେ, ଯୁକ୍ତ ୨ ପରୀକ୍ଷା ଫଳ ପରେ କିଏ କେଉଁ କଲେଜରେ ସନ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବେ ଆଲୋଚନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes