ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଉଦଯାପିତ

ଆଜି ସୁବର୍ଣ୍ଣପୁରରେ ଘଣ୍ଟ, ଶଙ୍ଖ, ଦୁଲଦୁଲି ବାଜା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସହରର ବିଭିନ୍ନ ଦେବାଦେବୀଙ୍କ ସହିତ ୧୦୮ ଭରି ସୁନାରେ ନିର୍ମିତ ସୁବର୍ଣ୍ଣମେରୁ ବାବାଙ୍କ ପ୍ରତିନିଧି ଚନ୍ଦ୍ରଶେଖର ବାବା ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ବିରାଟ ପଟୁଆରରେ ବାହାରି ନଗର ପରିକ୍ରମା କରିବା ପରେ ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଉଦଯାପିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes