ସୁବର୍ଣ୍ଣପୁରରେ ପତାକା ଉତ୍ତୋଳନ କରିବେ ପ୍ରଦୀପ କୁମାର ଅମାତ

ସାଧାରଣତନ୍ତ୍ର ଦିବସରେ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଦୀପ କୁମାର ଅମାତ ପତାକା ଉତ୍ତୋଳନ କରିବେ ।

ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes