ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ

ଜିଏସଟି ଅଧିକାରୀଙ୍କ ଏତଲା ଆଧାରରେ ବରଗଡ ଜିଲ୍ଲା ପାଇକମାଳ ଥାନାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଜିଏସଟି ରେଡ୍ ବେଳେ ବିଧାୟିକା ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛନ୍ତି ଅଧିକାରୀ। ମାମଲା ରୁଜୁ ନେଇ ବରଗଡ଼ ଏସପି ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes