ସୁନ୍ଦରଗଡ଼ରୁ ୪୦ ଗ୍ରାମ ବ୍ରାଉନସୁଗର ସହ ୭ ଗିରଫ

ସୁନ୍ଦରଗଡ଼ ପତ୍ରାପାଲି ବାଇପାସ ସ୍ଥିତ ଏକ ହୋଟେଲ ନିକଟରୁ ୭ ବ୍ରାଉନସୁଗର ମାଫିଆଙ୍କୁ ଗିରଫ କରିବା ସହ ୪୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ପୁଲିସ।

ଗିରଫ ଅଭିଯୁକ୍ତ ରାଉରକେଲା ଓ ସୁନ୍ଦରଗଡ଼ ଟାଉନ ଅଂଚଳର ହୋଇଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes