ସୁନା ଦୋକାନୀଙ୍କୁ ଲୁଟୁଥିବା ଗ୍ୟାଙ୍ଗର ସାତ ଗିରଫ

ବିଭିନ୍ନ ସ୍ଥାନରେ ସୁନା ଦୋକାନୀ ମାନଙ୍କୁ ଟାର୍ଗେଟ କରି ଲୁଟୁଥିବା ଏକ ଗ୍ୟାଙ୍ଗର ଜଣେ ମହିଳାଙ୍କ ସମେତ ସାତ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି କହିଛନ୍ତି ।

ସେମାନଙ୍କ ଠାରୁ 14 ଟି ସୁନାଚେନ 16 ମୁଦି, 2 କିଲୋ ତିନି ଶହ ରୁପା ଏବଂ ଦୁଇଟି ବାଇକ ଜବତ କରାଯାଇଛି l ଲୁଟେରାଙ୍କ ନାମରେ ବିଭିନ୍ନ ଥାନାରେ 22 ଟି ମାମଲା ରୁଜୁ ଅଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes