ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ, ଓଡ଼ିଆ ଫିଲ୍ମରେ କଣ୍ଠଦାନ ପାଇଁ ରହିବେ ସ୍ମରଣୀୟ

ଚେନ୍ନାଇ ସ୍ଥିତ ବାସଭବନରେ ୭୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।

ବାଣୀ ଜୟରାମ ଓଡ଼ିଆରେ ଅନେକ ଲୋକପ୍ରିୟ ଗୀତରେ କଣ୍ଠଦାନ କରିଛନ୍ତି। ସେ ପ୍ରଫୁଲ୍ଲ କରଙ୍କ ସ୍ବରସଂଯୋଜନାରେ ସର୍ବାଧିକ ଓଡ଼ଆ ଗୀତରେ କଣ୍ଠଦାନ କରିଛନ୍ତି। ପ୍ରଫୁଲ୍ଲ କରଙ୍କ ସ୍ବରାରୋପତି ‘ଶେଷ ଶ୍ରାବଣ’ ସିନେମାର ଟିକ୍ ଟିକ୍ ହୁଏ ମୋ ଛାତି…, ମେଘ ବରଷିଲା ଟୁପୁରୁ ଟୁପୁରୁ…, ହାଏରେ ହାଏ ଗରଜେ ମେଘ…, ‘ଗୌରୀ’ ଫିଲ୍ମର ‘ଆମ ଗାଁର ମଉଡ଼ମଣି…., ପାଇଛି ଏ ଜୀବନେ ଭଳି, ଅନେକ ଓଡ଼ିଆ ଗୀତ ଗାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes