ସିମ୍ ବକ୍ସ ରାକେଟ୍ର ପର୍ଦ୍ଦାଫାସ୍ କରି ମାଷ୍ଟରମାଇଣ୍ଡ ବିଶାଳ ଖଣ୍ଡେଲୱାଲ୍ଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
ଏମାନେ କେଓ୍ବାଇ ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର ଠକେଇ କରୁଥିଲ। ଟେଲିକମ୍ ମନ୍ତ୍ରାଳୟର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ମୟୂରଭଞ୍ଜର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି।