ବାଲେଶ୍ଵର ଜିଲ୍ଲା ସୋର ବ୍ଲକ୍ ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମର ଦିପେଶ ବେହେରାଙ୍କ ପୋଖରୀରୁ ଆଜି ମଧ୍ୟାହ୍ନରେ ଏକ ବିରଳ ପ୍ରଜାତିର କଇଁଛ ଉଦ୍ଧାର ହୋଇଥିବା ଜଣାପଡିଛି।
ଏହାକୁ ଦେଖିବାକୁ ଗ୍ରାମରେ ଭିଡ ଜମିଥିବା ବେଳେ ଦିପେଶ ବନ ବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି।
Credible Local News of Odisha