ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସମ୍ବଲପୁରୀ ଦିନ ପାଳିତ

ଆଜି ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଛି ।

ଏହି ଅବସରରେ କଲେଜର ସମସ୍ତ ଷ୍ଟାଫ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହିତ ନିଜ ନିଜ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଦିନଟିକୁ ବେଶ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes