ଜୟପୁର ଟର୍ମିନାଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ୮ଟି ବସ୍ ପୋଡ଼ି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।
ସ୍କ୍ରାପ୍ରେ ବସ୍ ଗୁଡ଼ିକ ବିକ୍ରି ପାଇଁ ଜିଲ୍ଲା ପ୍ରଶାସନ ନୋଟିସ କରିଥିଲା।ନଭେମ୍ବର ୩ରେ ମଧ୍ୟ ବଡ଼ଧରଣ ଅଗ୍ନିକାଣ୍ଡ ହୋଇଥିଲା।
Credible Local News of Odisha