ସିଂହଦ୍ୱାର ଥାନାରେ ହେତୁବାଦୀଙ୍କ ବିରୋଧରେ ଏତଲା

ପୁରୀ ଶ୍ରୀମନ୍ଦିର ଏକାଦଶୀ ସଂଘ ଓ ଯୁବ ସେବାୟତ ସଂଘ ପକ୍ଷରୁ ଏତଲା ଦିଆଯାଇଛି।

ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରିବା ଅଭିଯୋଗରେ ଏତଲା ଦିଆଯାଇଛି। ମହାପ୍ରଭୁଙ୍କୁ ନେଇ ହେତୁବାଦୀଙ୍କ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes