କଳାହାଣ୍ଡି ଜିଲ୍ଲା କଲମପୁର ଥିଆମୂଳ ରାମପୁର ମୁଖ୍ୟ ରାସ୍ତାର ସିଂଙ୍ଗାରି ଘାଟିର ବୁଲାଣିଆ ରାସ୍ତାରେ ଆଜି ଏକ ଅଖା ବୋଝେଇ ପିକଅପ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଥିରେ ଥିବା ୩ଶ୍ରମିକ ଆହତ ହୋଇଛନ୍ତି ।
ସେମାନଙ୍କୁ କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।