ସାହାରପଡା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ହେଲେ ଶିବ ଶଙ୍କର ଆଲଦା

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ଫାଣ୍ଡି ଅଧିକାରୀ ଭାବେ ସବ୍ ଇନ୍ସପେକ୍ଟର ଶିବ ଶଙ୍କର ଆଲଦା କାର୍ଯ୍ୟରେ ଯୋଗ ଦେଇଛନ୍ତିl

ଶ୍ରୀ ଆଲଦା ଏହା ପୂର୍ବରୁ ପାଟଣା ଥାନାରେ କାର୍ଯ୍ୟରତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes