ସାନଘାଗରା ରେ ଟ୍ରାଫିକ ସମସ୍ୟା, ପୋଲିସ ନୟାନ୍ତ

ରାଜ୍ୟ ପ୍ରସିଦ୍ଧ ସାନଘାଗରା ରେ ବଡ ଦିନ ଉପଲକ୍ଷେ ପ୍ରବଳ ପର୍ଯ୍ୟଟକ ଙ୍କ ଭିଡ ଜମିଥିଲ। ତେବେ ଏହି କେନ୍ଦ୍ର ପରିସର ରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସଠିକ୍ ଭାବେ ହୋଇ ନ ଥିବାରୁ ବ୍ୟସ୍ତ ବହୁଳ ଏନଏଚ ୪୯ ର ଦୁଇ ପାର୍ଶ୍ଵରେ ଗାଡ଼ି ପାର୍କିଂ କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଯାତାୟତରେ ସମସ୍ୟା ଦେଖାଦେବା ସହ ଘାଟି ରୁ କ୍ଷିପ୍ର ଗତିରେ ଲାଇନ୍ ଟ୍ରକ୍ ଯାତାୟତ କରୁଥିବାରୁ ବିପଦ ଆଶଙ୍କା ଦେଖାଦେଇଥିଲା। ପୋଲିସ କୁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ନାକେ ଦମ୍ ହେବାକୁ ପଡ଼ିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes