ସାତକୋଶିଆ ଗଣ୍ଡ ବଲଦମରା ଠାରେ ୩୨ଟି ଘଡ଼ିଆଳ ଛୁଆ

ଅନୁଗୋଳ ଜିଲ୍ଲା ଟିକରପଡାର ସାତକୋଶିଆ ଗଣ୍ଡ ବଲଦମରା ଠାରେ ଅଣ୍ତା ଫୁଟି ୩୨ଟି ଘଡ଼ିଆଳ ଛୁଆ ବାହାରି ଥିବା ଦେଖିବାକୁ ମିଳିଛି।

ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ ଏହା ଦେଖିଥିବାର ପ୍ରକାଶ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes