ସାଇବର ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

ସୋସିଆଲ ମିଡ଼ିଆରେ ତାଙ୍କ ନାମରେ ଅପପ୍ରଚାର କରି କିଛି ବ୍ୟକ୍ତି ତାଙ୍କ ସମ୍ମାନ ହାନି କରୁଥିବା ଦର୍ଶାଇ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି l
ଏତଲା ଆଧାରରେ ପୁଲିସ ଆଇପିସି -ଧାରା 509 ଓ ଆଇଟି ଆଇନରେ ମାମଲା ରୁଜୁ କରିଛି l

କିଛି ଦିନ ଧରି ସାଂସଦ ସ୍ୱାମୀ ଅନୁଭବ ମହାନ୍ତି ଓ ବର୍ଷା ପରସ୍ପର ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ତାଙ୍କ ସମର୍ଥକ ମାନେ ମଧ୍ୟ ପୋଷ୍ଟ କରିବାରେ ଲାଗିଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes