ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁସ୍ଥ ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାର ଅଧିକ ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି ବୋଲି ସିଡିଏମଓ ସୂଚନା ଦେଇଛନ୍ତି।
ଗତକାଲି ସାଂସଦ ବାଲେଶ୍ୱର ଏଫ୍ଏମ ମେଡିକାଲରେ ଭର୍ତ୍ତି ହୋଇଥିଲେ।ନିମୋନିଆରେ ପୀଡ଼ିତ ଥିବାରୁ ସାଂସଦଙ୍କର ଚିକିତ୍ସା ଚାଲିଛି।
Credible Local News of Odisha