ସହର ଉପକଣ୍ଠ କାଠପାଳ ଜଙ୍ଗଲରେ ହାତୀ

ବାରିପଦା ସହରର ଉପକଣ୍ଠ କାଠପାଳ ଜଙ୍ଗଲରେ ଗୋଟିଏ ହାତୀ ଦେଖିବାକୁ ମିଳିଛି ତେବେ ଜାତୀୟ ରାଜପଥ ନିକଟକୁ ହାତୀ ଚାଲି ଆସିଥିବା ବେଳେ ଲୋକେ ଭୟଭୀତ ହୋଇଥିଲେ।

ତେବେ ଏନେଇ ବାରିପଦା ବନବିଭାଗକୁ ଖବର ମିଳିବା ପରେ ରେଞ୍ଜ ଅଧିକାରୀ ସମେତ କର୍ମଚାରୀ ମାନେ ହାତୀର ଗତିବିଧିକୁ ଲକ୍ଷ୍ୟ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes