ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ ଦେଲେ ସରକାର

୨୦୨୧ ଆର୍ଥିକ ବର୍ଷରେ ରାଜ୍ୟର ୬-୧୪ ବର୍ଷ ପିଲାଙ୍କ ପାଇଁ ଖର୍ଚ୍ଚ ହୋଇଛି ୨୫ ହଜାର ୫୬ ଟଙ୍କା।

୨୦୧୪-୧୫ ରେ ଏହି ରାଶି ୯ ହଜାର ୧୮୪ ଟଙ୍କା ଥିଲା ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes